Showing 1-9 of 62 results
ହିରୋଇନ
ହିରୋଇନ ସେଇ ଟ୍ରେନରେ ହିରୋଇନ ଯାଇଥିଲା… ହିରୋଇନକୁ ଖୋଜୁଥିଲେ ସେମାନେ….. ଦୁର୍ଘଟଣାଗ୍ରସ୍ତ ହୋଇଥିବା ଟ୍ରେନରେ ଜଣେ ଚଳଚିତ୍ର ତଥା ଟିଭି ସିରିଏଲ ଅଭିନେତ୍ରୀ, କାବ୍ୟା ଯାତ୍ରା କରୁଥିବାର ଖବର ଜଣା ପଡିଲା ପରେ ମିଡିଆ ତଥା ସାଧାରଣ ଲୋକମାନଙ୍କ ଭିତରେ ଖେଳିଯାଇଥିଲା ଏକ ଅଦ୍ଭୁତ ଉତ୍ସୁକତା ଓ ଖବରଟି ଖୁବ ଶୀଘ୍ର ଭାଇରାଲ ହୋଇ ମୋବାଇଲ ରୁ ମୋବାଇଲ ଘୁରି ବୁଲୁଥିଲା। ଯଦିଓ କାବ୍ୟା ସେମିତି…
ସତ୍ୟର ମୂଲ୍ୟ
ସତ୍ୟର ମୂଲ୍ୟ ଗାଁ ମୁଣ୍ଡରେ ଚାଳି ଘରଟିଏ, ସେଠାରେ ରହୁଥାଏ ଗୋଟିଏ ବୁଢୀ । ତା’ର ସ୍ୱଭାବ ଗାଁ ଲୋକଙ୍କ ଠାରୁ ନିଆରା । ବୁଢୀ ତା’ ଜୀବନରେ କେବେ ମିଛ କହିନାହିଁ କି କାହାର ଅମଙ୍ଗଳ ଚିନ୍ତା କରିନାହିଁ । ଲୋଭରେ ସେ କାହାର କୁଟା ଖଣ୍ଡିଏ ଉଠାଇ ନେବା କେବେ କିଏ ଦେଖିନାହାନ୍ତି । ଧର୍ମ ଓ ଈଶ୍ୱରବିଶ୍ୱାସୀ ଏହି ବୁଢୀକୁ ଗାଁଟିଯାକର ପିଲାଠୁ…
ସିନ୍ଦୂର ଫରୁଆ
ସିନ୍ଦୂର ଫରୁଆ ବିବାହ ପୂର୍ବରୁ ସିନ୍ଦୂର ଫରୁଆ ଉପନ୍ୟାସଟି ପଢି ଯେତିକି ବିଚଳିତ ଥିଲି ମୋ ସ୍ତ୍ରୀ ଯିବା ପରେ ତା ରୂପା ଫରୁଆ ଉପରେ ନଜର ପଡିଲେ ସେତିକି ଭାଙ୍ଗିପଡେ ମୁଁ। ବେଳେ ବେଳେ ଫରୁଆ କୁ ଖୋଲି ଦେଖେ, କେତେ ଶୂନ୍ୟତା ତା ଭିତରେ। ସ୍ମୃତିର କିଛି ନାଲି ରଙ୍ଗ ସାଥିରେ ଖୁସିର ଏକ ସଙ୍ଗମ ଯେମିତି.. ତାଙ୍କ ବ୍ୟବହୃତ ସବୁ ଜିନିଷକୁ ଜଳେଇ…
ବୃକ୍ଷର ଜୀବନ
ବୃକ୍ଷର ଜୀବନ ଗୋଟିଏ ଆମ୍ବ ଗଛରେ ଯଥେଷ୍ଟ ଫଳଫଳି ଲୋଟି ପଡୁଥାଏ । କ୍ରମେ ତାହା ପାଚି ମହମହ ବାସରେ ଚଉଦିଗ ମହକାଇ ଦେଲା । ଏତିକିବେଳେ ପିଲାମାନଙ୍କର ନଜର ପଡିଗଲା ସେହି ଗଛ ଉପରେ । ସେମାନେ ଆମ୍ବଖାଇବାକୁ ମନକଲେ । ହେଲେ କିପରି ତୋଳିବେ? ଛୋଟ ଛୋଟ ପିଲା, ତାଙ୍କର ଗଛ ଉପରକୁ ହାତ ପାଉନଥାଏ ଆମ୍ବ ତୋଳିବା ପାଇଁ । ତହୁଁ…
ଏୟାରକଣ୍ଡିସନ ଘର
ଏୟାରକଣ୍ଡିସନ ଘର -ବାପା, ମୋ ପାଇଁ ଗୋଟେ ଏୟାରକଣ୍ଡିସନ ଘର ତିଆରି କରିଦିଅ।” ପୁଅ ମନୁ କଥା ଶୁଣି ଚମକିପଡ଼ିଲା ଗୋଲକ ଓ ତା ପାଟିରୁ ବାହାରି ପଡ଼ିଲା, -ଏୟାର କଣ୍ଡିସନ ଘର !!ତୋ ପାଇଁ !’ ମୁହଁରେ ହସ ଖେଳାଇ ବାପା ପାଖକୁ ଲାଗିଆସି ମନୁ କହିଲା, -ମୋ ସ୍କୁଲ ସାଙ୍ଗ ଆଶିଷ ଘରକୁ ଥରେ ଯାଇଥିଲି। ତାଙ୍କର ସେଣ୍ଟ୍ରାଲ ଏୟାର କଣ୍ଡିସନ ଘର, ଓଃ କି ଥଣ୍ଡା!…
ଚିରନ୍ତନ ସୁଖ ଯାହାର ଯେଉଁଠି
ଚିରନ୍ତନ ସୁଖ ଯାହାର ଯେଉଁଠି ଜଣେ ତପସ୍ୱୀ ତାଙ୍କ ଶିଷ୍ୟଗଣଙ୍କ ସହିତ ହମାଳୟ ପାଦଦେଶରେ କୁଟୀର ରଚନା କରି ରହୁଥାନ୍ତି । ପ୍ରତ୍ୟହ ଜପ ତପରେ ତାଙ୍କର ଜୀବନ ଭାରି ଶାନ୍ତିରେ କଟି ଯାଉଥାଏ । ଏକଦା ତାଙ୍କର ଶିଷ୍ୟଗଣ ସହିତ ତପସ୍ୱୀ ତୀର୍ଥାଟନରେ ଯାଇ କାଶୀ ଧାମରେ ପହଁଚିଲେ । ହିମାଳୟରୁ ଆସିଥିବା ତପସ୍ୱୀଙ୍କର ଆଗମନର ଖବର କାଶୀ ନରେଶଙ୍କ ପାଖରେ…
ଆଞ୍ଜୁଳି
ଆଞ୍ଜୁଳି -ଝିଅ ବିଦା ହେଲାବେଳେ ଆଞ୍ଜୁଳିରେ ଚାଉଳ ଧରି ପଛ ପଟକୁ କାହିଁକି ଛାଟେ ବାପା ? ତାକୁ କଣ କନକାଞ୍ଜୁଳି କହନ୍ତି ?” ପୂଜା ପଚାରିଲା ବାଲକୋନିରେ ପଥର ମୂର୍ତ୍ତି ଭଳି ବସିଥିବା ସୁରେଶଙ୍କ ଉଦ୍ଦେଶ୍ୟରେ। -ଆଲୋ ହୁଣ୍ଡୀ, ପୁଅ ବାହାହେବାକୁ ଯିବା ପୂର୍ବରୁ ମା କାନିରେ ଯେଉଁ ଚାଉଳ ଦେଇଥାଏ ଓ ନିଜ କାନିରେ ତାକୁ ମା ବାନ୍ଧିଥାଏ, ତାକୁ କନକାଞ୍ଜୁଳି…
ପର ଭରଷାରେ କାମ ହୁଏ ନାହିଁ
ପର ଭରଷାରେ କାମ ହୁଏ ନାହିଁ ଗୋଟିଏ ବଗ କ୍ଷେତ ଭିତରେ ବସା ବନାଇ ରହି ଥିଲା । ସେହିଠାରେ ବଗଟି ମଧ୍ୟ ନିଜ ଛୁଆଙ୍କୁ ଲାଳନ ପାଳନ କରୁ ଥିଲା । ଯେତେବେଳେ କ୍ଷେତରେ ଧାନ ପାଚିଗଲା ବଗଟି ଚିନ୍ତା କରିବାକୁ ଲାଗିଲା । ବର୍ତ୍ତମାନ କ୍ଷେତରେ ଧାନ କାଟିବା ଚାଲିବ । ସେଥି ପାଇଁ ଏଠାରେ ରହିବା ତଥା ଛୁଆଙ୍କୁ ଲାଳନ ପାଳନ…
ଘର କଥା
ଘର କଥା ମନି ବୋଉ -“କିଏ? ଝିଲି ବୋଉ କି? ଆସ ଆସ l ହେଇ ତମ କଥା ମନେ ମନେ ପକଉ ପକଉ ଆସି ପହଞ୍ଚିଗଲ l ଏ ସବୁ କଣ ?” ଝିଲି ବୋଉ – “ବୋହୁ ଆମର ପ୍ରଥମ କରି ସାବିତ୍ରୀ କରୁଛି ମନି ବୋଉ l ଭାରରୁ କିଛି ତୁମ ପାଇଁ ଆଣି ଆସିଥିଲି l ଆମ ସାହିର ପୁରୁଖା…
ଖାଲ ଖୋଳିବା ଲୋକଙ୍କ କୁଅଁ
ଖାଲ ଖୋଳିବା ଲୋକଙ୍କ କୁଅଁ ଏକଦା ଗୋଟିଏ ଜଙ୍ଗଲରେ ଗୋଟିଏ ସିଂହ ଅସୁସ୍ଥ ହୋଇ ଗୁମ୍ଫା ଭିତରେ ଶୋଇ ରହି ଥିଲା । ଏଥିରେ ଚିନ୍ତିତ ହୋଇ ଜଙ୍ଗଲର ସବୁ ପ୍ରାଣୀ ଆସି ସିଂହ ରାଜାଙ୍କ ଭଲ ମନ୍ଦ ପଚାରି ବୁଝି ଯାଉ ଥିଲେ ଆଉ ତାଙ୍କୁ ସୁସ୍ଥ କରିବା ପାଇଁ ସବୁ ଦିନ ଔଷଧ ତଥା ଦାରୁର ବ୍ୟବସ୍ଥା କରୁ ଥିଲେ । ପରନ୍ତୁ ଯେତେ…