ଏୟାରକଣ୍ଡିସନ ଘର -ବାପା, ମୋ ପାଇଁ ଗୋଟେ ଏୟାରକଣ୍ଡିସନ ଘର ତିଆରି କରିଦିଅ।” ପୁଅ ମନୁ କଥା ଶୁଣି ଚମକିପଡ଼ିଲା ଗୋଲକ ଓ ତା ପାଟିରୁ ବାହାରି ପଡ଼ିଲା, -ଏୟାର କଣ୍ଡିସନ ଘର !!ତୋ ପାଇଁ !’ ମୁହଁରେ ହସ ଖେଳାଇ ବାପା ପାଖକୁ ଲାଗିଆସି ମନୁ କହିଲା, -ମୋ ସ୍କୁଲ ସାଙ୍ଗ ଆଶିଷ ଘରକୁ ଥରେ ଯାଇଥିଲି। ତାଙ୍କର ସେଣ୍ଟ୍ରାଲ ଏୟାର କଣ୍ଡିସନ ଘର, ଓଃ କି ଥଣ୍ଡା!…