Site icon maahingulalibrary.com

WATCH NEWS

ଚମର ଜୋତା                ଚିତ୍ରଦୁର୍ଗ ଗ୍ରାମରେ ସଦାଶିବ ଓ ମହାଦେବ ନାମକ ଦୁଇଜଣ ବ୍ୟବସାୟୀ ରହୁଥିଲେ ।…

May 14, 2025

ସଦାଶୟୀ କୈପାଙ୍ଗ        ଗୋଟିଏ ଗାଁରେ ଗରୀବ ଚାଷୀଟିଏ ଥାଏ । ତା’ର ତିନିପୁଅ । ସ୍ତ୍ରୀ ମରିଯାଇଥାଏ । ବଡ ଦୁଇପୁଅ…

May 12, 2025
  • All
  • AMA KUNAKUNI MAGAZINE
  • award
  • CELEBRATION
  • distrubution
  • Hingula Library
  • Inaguration
  • LIBRARY
ଚମର ଜୋତା

May 14, 2025

ଚମର ଜୋତା                ଚିତ୍ରଦୁର୍ଗ ଗ୍ରାମରେ ସଦାଶିବ ଓ ମହାଦେବ ନାମକ ଦୁଇଜଣ ବ୍ୟବସାୟୀ ରହୁଥିଲେ । ସେ ଦୁହେଁ ପଡୋଶୀ ଥିଲେ । ସଦାଶିବ ସରଳ ଥିଲେ । ଅଥଚ ମହାଦେବ କୁଟୀଳ ଓ ଅତ୍ୟନ୍ତ ପରଶ୍ରୀକାତର ଥିଲେ । ସଦାଶିବଙ୍କ ସ୍ୱଭାବ ଯୋଗୁଁ ଲୋକେ ତାଙ୍କୁ ଖୁବ୍ ଭଲ ପା’ନ୍ତି ଓ ସମ୍ମାନ ବି ଦିଅନ୍ତି । ଏସବୁ ଦେଖି ମହାଦେବ ଖାଲି ଇର୍ଷ୍ୟାରେ ଜଳିଯାଉଥା’ନ୍ତି ।         ସଦାଶିବଙ୍କ ଝିଅର ବିବାହରେ ଖର୍ଚ୍ଚ ପାଇଁ ଅଳ୍ପ କିଛି ଟଙ୍କା...

May 12, 2025

ସଦାଶୟୀ କୈପାଙ୍ଗ        ଗୋଟିଏ ଗାଁରେ ଗରୀବ ଚାଷୀଟିଏ ଥାଏ । ତା’ର ତିନିପୁଅ । ସ୍ତ୍ରୀ ମରିଯାଇଥାଏ । ବଡ ଦୁଇପୁଅ ବୁଦ୍ଧିମାନ, ଚାଷବାସ, ବ୍ୟବସାୟ ଇତ୍ୟାଦି କରି ଧନ ରୋଜଗାର କରନ୍ତି । କିନ୍ତୁ ସାନପୁଅଟିର ସ୍ୱଭାବ ଏକବାରେ ଅନ୍ୟ ରକମ । ସେ ଘରକାମ ନ କରି ଟଙ୍କାପଇସା ରୋଜଗାରରେ ବେଶି ମନ ନ ଦେଇ ପରଉପକାର କରିବାରେ ଅଧିକ ସମୟ ଦିଏ । କାହାର ଛେଳିଟିଏ ହଜିଗଲା, ବାଛୁରୀଟିଏ ବାଟ ଭୁଲିଗଲା, କିମ୍ବା କେଉଁ ପିଲାର ଚିକିତ୍ସା ଦରକାର, କେଉଁ ଉଦ୍ୟାନରେ ଗଛଟିଏ ଶୁଖିଯାଉଛି ବା ପାଣି...

May 10, 2025

ଯାହା ଚାହିଁବ ତାହା ପାଇବ          ଗୋଟିଏ ନଗରୀରେ ସାଗରଦତ୍ତ ନାମକ ଏକ ବଣିକ ବାସ କରୁଥିଲେ । ତାଙ୍କର ଗୋଟିଏ ପୁତ୍ର ସନ୍ତାନ ଥିଲା । ଦିନେ ବଣିକ ପୁତ୍ର ଗୋଟିଏ ପୁସ୍ତକ ଏକ ଶହମୁଦ୍ରା ଦେଇ କିଣି ଆଣିଲେ । ଏହି ପୁସ୍ତକ ମଧ୍ୟରେ କେବଳ ଗୋଟିଏ କଥା ଲେଖାଥିଲା । ‘ତୁମର ଯାହା ପାଇବାର ଥିବ ତାହା ତୁମ ନିକଟକୁ ନିଶ୍ଚୟ ଆସିବ’ । ଅନ୍ୟ ଅର୍ଥରେ କହିଲେ ଭାଗ୍ୟ ଯାହା ନିକଟକୁ ଯାହା ପଠାଇଥାଏ ତାହା ତା’ନିକଟରେ ଆସି ନିଶ୍ଚୟ ପହଁଚିବ । ଯେତେବେଳେ ସାଗରଦତ...

Exit mobile version