ଓଡିଆ କ୍ଷୁଦ୍ରଗଳ୍ପ
- All
- AMA KUNAKUNI MAGAZINE
- award
- CELEBRATION
- distrubution
- Hingula Library
- Inaguration
- LIBRARY
May 28, 2025
ହିରୋଇନ ସେଇ ଟ୍ରେନରେ ହିରୋଇନ ଯାଇଥିଲା… ହିରୋଇନକୁ ଖୋଜୁଥିଲେ ସେମାନେ….. ଦୁର୍ଘଟଣାଗ୍ରସ୍ତ ହୋଇଥିବା ଟ୍ରେନରେ ଜଣେ ଚଳଚିତ୍ର ତଥା ଟିଭି ସିରିଏଲ ଅଭିନେତ୍ରୀ, କାବ୍ୟା ଯାତ୍ରା କରୁଥିବାର ଖବର ଜଣା ପଡିଲା ପରେ ମିଡିଆ ତଥା ସାଧାରଣ ଲୋକମାନଙ୍କ ଭିତରେ ଖେଳିଯାଇଥିଲା ଏକ ଅଦ୍ଭୁତ ଉତ୍ସୁକତା ଓ ଖବରଟି ଖୁବ ଶୀଘ୍ର ଭାଇରାଲ ହୋଇ ମୋବାଇଲ ରୁ ମୋବାଇଲ ଘୁରି ବୁଲୁଥିଲା। ଯଦିଓ କାବ୍ୟା ସେମିତି କେଉଁ ସୁପରଷ୍ଟାର ବା ଚର୍ଚ୍ଚିତ ଅଭିନେତ୍ରୀ ନଥିଲା, ତଥାପି କିଛି ସି ଗ୍ରେଡ ସିନେମାର ବୋଲ୍ଡ/ଅନ୍ତରଙ୍ଗ ଦୃଶ୍ୟ ପାଇଁ ଲୋକେ ଚିହ୍ନିଥିଲେ ତାକୁ। ଶିଶୁ...