Category: READ ODIA CHILDREN’S STORY

ଜହ୍ନମାମୁ ପୃଷ୍ଠାରୁ ଗପଟିଏ……… ବୈଶ୍ୟ ରାଜକୁମାର

ବୈଶ୍ୟ ରାଜକୁମାର     ନାଭାଗ ଥିଲେ ରାଜା ଧୃଷ୍ଟଙ୍କ ପୁତ୍ର। ସେ ଜଣେ ବୈଶ୍ୟକନ୍ୟାକୁ ବିବାହ କରିବାକୁ ଇଚ୍ଛା କଲେ। ସେ କନ୍ୟାଙ୍କ ନାମ ସୁପ୍ରଭା।     ସେ ଯାଇ ସୁପ୍ରଭାର ପିତାଙ୍କ ଆଗରେ ପ୍ରସ୍ତାବ ଉପସ୍ଥାପନ କରିବାରୁ କନ୍ୟାପିତା କହିଲେ, “ତୁମେ କ୍ଷତ୍ରିୟ ରାଜପୁତ୍ର। ବୈଶ୍ୟକନ୍ୟାକୁ ବିବାହ କରିବା ତୁମ ପକ୍ଷରେ ରୀତିବିରୁଦ୍ଧ କାର୍ଯ୍ୟ ହେବ।     କିନ୍ତୁ ରାଜକୁମାର ନାଭାଗ ତଥାପି ହଟ କରିବାରୁ କନ୍ୟାପିତା କହିଲେ, “ରାଜା ଧୃଷ୍ଟ […]

Read More