- All
- AMA KUNAKUNI MAGAZINE
- award
- CELEBRATION
- distrubution
- Hingula Library
- Inaguration
- LIBRARY
ସତ୍ୟର ମୂଲ୍ୟ ଗାଁ ମୁଣ୍ଡରେ ଚାଳି ଘରଟିଏ, ସେଠାରେ ରହୁଥାଏ ଗୋଟିଏ ବୁଢୀ । ତା’ର ସ୍ୱଭାବ ଗାଁ ଲୋକଙ୍କ ଠାରୁ ନିଆରା । ବୁଢୀ ତା’ ଜୀବନରେ କେବେ ମିଛ କହିନାହିଁ କି କାହାର ଅମଙ୍ଗଳ ଚିନ୍ତା କରିନାହିଁ । ଲୋଭରେ ସେ କାହାର କୁଟା ଖଣ୍ଡିଏ ଉଠାଇ ନେବା କେବେ କିଏ ଦେଖିନାହାନ୍ତି । ଧର୍ମ ଓ ଈଶ୍ୱରବିଶ୍ୱାସୀ ଏହି ବୁଢୀକୁ ଗାଁଟିଯାକର ପିଲାଠୁ ବୁଢା ଯାଏଁ ସମସ୍ତେ ଭଲପାଆନ୍ତି । ଦିନକର ଘଟଣା । ରାତିଟା ସାରା ଝିପିଝିପି ବର୍ଷା ଲାଗି ରହିଥାଏ । ହଠାତ୍...
ହିରୋଇନ ସେଇ ଟ୍ରେନରେ ହିରୋଇନ ଯାଇଥିଲା… ହିରୋଇନକୁ ଖୋଜୁଥିଲେ ସେମାନେ….. ଦୁର୍ଘଟଣାଗ୍ରସ୍ତ ହୋଇଥିବା ଟ୍ରେନରେ ଜଣେ ଚଳଚିତ୍ର ତଥା ଟିଭି ସିରିଏଲ ଅଭିନେତ୍ରୀ, କାବ୍ୟା ଯାତ୍ରା କରୁଥିବାର ଖବର ଜଣା ପଡିଲା ପରେ ମିଡିଆ ତଥା ସାଧାରଣ ଲୋକମାନଙ୍କ ଭିତରେ ଖେଳିଯାଇଥିଲା ଏକ ଅଦ୍ଭୁତ ଉତ୍ସୁକତା ଓ ଖବରଟି ଖୁବ ଶୀଘ୍ର ଭାଇରାଲ ହୋଇ ମୋବାଇଲ ରୁ ମୋବାଇଲ ଘୁରି ବୁଲୁଥିଲା। ଯଦିଓ କାବ୍ୟା ସେମିତି କେଉଁ ସୁପରଷ୍ଟାର ବା ଚର୍ଚ୍ଚିତ ଅଭିନେତ୍ରୀ ନଥିଲା, ତଥାପି କିଛି ସି ଗ୍ରେଡ ସିନେମାର ବୋଲ୍ଡ/ଅନ୍ତରଙ୍ଗ ଦୃଶ୍ୟ ପାଇଁ ଲୋକେ ଚିହ୍ନିଥିଲେ ତାକୁ। ଶିଶୁ...