Site icon maahingulalibrary.com

READ ODIA STORY

  • All
  • AMA KUNAKUNI MAGAZINE
  • award
  • CELEBRATION
  • distrubution
  • Hingula Library
  • Inaguration
  • LIBRARY

May 26, 2025

ପର ଭରଷାରେ କାମ ହୁଏ ନାହିଁ       ଗୋଟିଏ ବଗ କ୍ଷେତ ଭିତରେ ବସା ବନାଇ ରହି ଥିଲା । ସେହିଠାରେ ବଗଟି ମଧ୍ୟ ନିଜ ଛୁଆଙ୍କୁ ଲାଳନ ପାଳନ କରୁ ଥିଲା । ଯେତେବେଳେ କ୍ଷେତରେ ଧାନ ପାଚିଗଲା ବଗଟି ଚିନ୍ତା କରିବାକୁ ଲାଗିଲା । ବର୍ତ୍ତମାନ କ୍ଷେତରେ ଧାନ କାଟିବା ଚାଲିବ । ସେଥି ପାଇଁ ଏଠାରେ ରହିବା ତଥା ଛୁଆଙ୍କୁ ଲାଳନ ପାଳନ କରିବା ଅସମ୍ଭବ । କିନ୍ତୁ ଛୁଆ ମାନେ ବର୍ତ୍ତମାନ ସୁଦ୍ଧା ଉଡିବାକୁ ଶିଖି ନାହାଁନ୍ତି ସେଥି ପାଇଁ କିଛି ଦିନ ଏହି କ୍ଷେତରେ ରହିବାକୁ...

May 26, 2025

ଆଞ୍ଜୁଳି     -ଝିଅ ବିଦା ହେଲାବେଳେ ଆଞ୍ଜୁଳିରେ ଚାଉଳ ଧରି ପଛ ପଟକୁ କାହିଁକି ଛାଟେ ବାପା ? ତାକୁ କଣ କନକାଞ୍ଜୁଳି କହନ୍ତି ?” ପୂଜା ପଚାରିଲା ବାଲକୋନିରେ ପଥର ମୂର୍ତ୍ତି ଭଳି ବସିଥିବା ସୁରେଶଙ୍କ ଉଦ୍ଦେଶ୍ୟରେ।     -ଆଲୋ ହୁଣ୍ଡୀ, ପୁଅ ବାହାହେବାକୁ ଯିବା ପୂର୍ବରୁ ମା କାନିରେ ଯେଉଁ ଚାଉଳ ଦେଇଥାଏ ଓ ନିଜ କାନିରେ ତାକୁ ମା ବାନ୍ଧିଥାଏ, ତାକୁ କନକାଞ୍ଜୁଳି କୁହାଯାଏ। କିନ୍ତୁ ବାହାଘର ସରିଲାପରେ, ଝିଅ ବିଦା ହେଲାବେଳେ, ପଛକୁ ନନେଇ ଝିଅ ନିଜ ଆଞ୍ଜୁଳିରେ ଚାଉଳକୁ ପଛପଟକୁ ଛାଟି ଦେଲା ବେଳେ, ପଛରେ...

ଚିରନ୍ତନ ସୁଖ ଯାହାର ଯେଉଁଠି

May 28, 2025

ଚିରନ୍ତନ ସୁଖ ଯାହାର ଯେଉଁଠି      ଜଣେ ତପସ୍ୱୀ ତାଙ୍କ ଶିଷ୍ୟଗଣଙ୍କ ସହିତ ହମାଳୟ ପାଦଦେଶରେ କୁଟୀର ରଚନା କରି ରହୁଥାନ୍ତି । ପ୍ରତ୍ୟହ ଜପ ତପରେ ତାଙ୍କର ଜୀବନ ଭାରି ଶାନ୍ତିରେ କଟି ଯାଉଥାଏ ।       ଏକଦା ତାଙ୍କର ଶିଷ୍ୟଗଣ ସହିତ ତପସ୍ୱୀ ତୀର୍ଥାଟନରେ ଯାଇ କାଶୀ ଧାମରେ ପହଁଚିଲେ । ହିମାଳୟରୁ ଆସିଥିବା ତପସ୍ୱୀଙ୍କର ଆଗମନର ଖବର କାଶୀ ନରେଶଙ୍କ ପାଖରେ ପହଁଚିଗଲା । ସୁତରାଂ ନରେଶ ତପସ୍ୱୀଙ୍କୁ ଭେଟି ତାଙ୍କର ସେବା କରିବା ନିମନ୍ତେ କିଛିଦିନ ରାଜପ୍ରାସାଦରେ ଅବସ୍ଥାନ କରିବା ପାଇଁ ନିମନ୍ତ୍ରଣ ଜଣାଇଲେ ।...

May 28, 2025

ଏୟାରକଣ୍ଡିସନ ଘର -ବାପା, ମୋ ପାଇଁ ଗୋଟେ ଏୟାରକଣ୍ଡିସନ ଘର ତିଆରି କରିଦିଅ।” ପୁଅ ମନୁ କଥା ଶୁଣି ଚମକିପଡ଼ିଲା ଗୋଲକ ଓ ତା ପାଟିରୁ ବାହାରି ପଡ଼ିଲା, -ଏୟାର କଣ୍ଡିସନ ଘର !!ତୋ ପାଇଁ !’ ମୁହଁରେ ହସ ଖେଳାଇ ବାପା ପାଖକୁ ଲାଗିଆସି ମନୁ କହିଲା, -ମୋ ସ୍କୁଲ ସାଙ୍ଗ ଆଶିଷ ଘରକୁ ଥରେ ଯାଇଥିଲି। ତାଙ୍କର ସେଣ୍ଟ୍ରାଲ ଏୟାର କଣ୍ଡିସନ ଘର, ଓଃ କି ଥଣ୍ଡା! ରିମୋଟ ଚିପିଲେ ସୁଲୁସୁଲିଆ ବରଫ ଭଳି ଥଣ୍ଡା ପବନ। ଏକଦମ ସ୍ୱର୍ଗ ଭଳି ଲାଗୁଥିଲା। ଇଛା ହେଉଥିଲା ଚଟାଣରେ ଶୋଇଯିବା ପାଇଁ। ଆମ ଘରେ...

May 28, 2025

ବୃକ୍ଷର ଜୀବନ       ଗୋଟିଏ ଆମ୍ବ ଗଛରେ ଯଥେଷ୍ଟ ଫଳଫଳି ଲୋଟି ପଡୁଥାଏ । କ୍ରମେ ତାହା ପାଚି ମହମହ ବାସରେ ଚଉଦିଗ ମହକାଇ ଦେଲା । ଏତିକିବେଳେ ପିଲାମାନଙ୍କର ନଜର ପଡିଗଲା ସେହି ଗଛ ଉପରେ । ସେମାନେ ଆମ୍ବଖାଇବାକୁ ମନକଲେ । ହେଲେ କିପରି ତୋଳିବେ? ଛୋଟ ଛୋଟ ପିଲା, ତାଙ୍କର ଗଛ ଉପରକୁ ହାତ ପାଉନଥାଏ ଆମ୍ବ ତୋଳିବା ପାଇଁ । ତହୁଁ ପିଲାମାନେ ମନରେ ଆମ୍ବ ତୋଳିବା ଉପାୟ ପାଂଚିଲେ । ଏକ ସହଜିଆ ଉପାୟଟେ ପାଇଗଲେ । ଏବେ କ’ଣ କଲେନା ରାସ୍ତାକଡରୁ ଟେକା ପଥର...

May 28, 2025

ସିନ୍ଦୂର ଫରୁଆ      ବିବାହ ପୂର୍ବରୁ ସିନ୍ଦୂର ଫରୁଆ ଉପନ୍ୟାସଟି ପଢି ଯେତିକି ବିଚଳିତ ଥିଲି ମୋ ସ୍ତ୍ରୀ ଯିବା ପରେ ତା ରୂପା ଫରୁଆ ଉପରେ ନଜର ପଡିଲେ ସେତିକି ଭାଙ୍ଗିପଡେ ମୁଁ। ବେଳେ ବେଳେ ଫରୁଆ କୁ ଖୋଲି ଦେଖେ, କେତେ ଶୂନ୍ୟତା ତା ଭିତରେ। ସ୍ମୃତିର କିଛି ନାଲି ରଙ୍ଗ ସାଥିରେ ଖୁସିର ଏକ ସଙ୍ଗମ ଯେମିତି.. ତାଙ୍କ ବ୍ୟବହୃତ ସବୁ ଜିନିଷକୁ ଜଳେଇ ଦିଆଯାଏ ଶୁଣିବା ପରେ ଏଇ ସିନ୍ଦୂର ଫରୁଆ କୁ ମୁଁ ଲୁଚେଇ ରଖିଥିଲି, ଏଇଥି ପାଇଁ ଯେ ସ୍ମୃତି ହେଇ ରହି ଥାଉ ସବୁଦିନ...

Exit mobile version